କୈବଲ୍ୟ ସାହିତ୍ୟ ସଂସଦର ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା।

କଟକ/ଅଷ୍ଟିନ ନ୍ୟୁଜ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହେଇଯାଇଛି।ଆଧୁନିକ ଲୋକ ସାହିତ୍ୟ ପର୍ବ, ମକର ବନ୍ଧୁ ମିଳନ ଦୃଷ୍ଟି ବାଧିତ ଓ ଶ୍ରବଣବାଧିତ ବିଦ୍ୟାଳୟ, ସେକ୍ଟର ୧୦ ସିଡିଏ, କଟକ ଠାରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ।ରାଜ୍ୟସ୍ତରୀୟ କବିତା ପାଠ ଓ ଆଲୋଚନାଚକ୍ର ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା।ପ୍ରାରମ୍ଭରେ ଶିଳ୍ପୀମାନଙ୍କ ଦ୍ଵାରା ଜଗନ୍ନାଥ ଜଣାଣ ଏବଂ ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା। ଧବଳେଶ୍ବର … Continue reading କୈବଲ୍ୟ ସାହିତ୍ୟ ସଂସଦର ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା।